People

Balarama Pattnaik – biography, fact, career, awards, net worth and life story

IntroIndian author
Is Writer 
Novelist 
From India 
Type Literature 
Gendermale
Birth 23 January 1928, Puri district, India
Age:92 years
Star sign Aquarius

ବଳରାମ ପଟ୍ଟନାୟକ (ଜନ୍ମ: ୨୩ ଜାନୁଆରୀ ୧୯୨୮) ଜଣେ ଓଡ଼ିଆ ଲେଖକ, ଔପନ୍ୟାସିକ ଏବଂ ସାହିତ୍ୟିକ । ସେ ତାଙ୍କ ରଚିତ ଉପନ୍ୟାସ ଚରୈବେତି ପାଇଁ ୧୯୯୫ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।

ରଚନାବଳୀ

  • ଚରୈବେତି – ୧୯୯୫ (ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର)
  • ଅନାଦି ଅନନ୍ତ
  • ଅରକ୍ଷ
  • କେତେ ଏ ଅକୁହା କଥା
  • ମହାନଦୀର ଢେଉ
  • ମନ ଅରଣ୍ୟ
  • ପ୍ରତିଧ୍ୱନି, ୧୯୮୦
  • ରୂପାଲି ଚକର ଇତିକଥା

ଆଧାର

ବାହାର ଆଧାର

  • ଭି.ଆଇ.ଏ.ଏଫ. ସୂଚକରେ ବଳରାମ ପଟ୍ଟନାୟକ
  • ISNI (ISO 27729)ରେ ବଳରାମ ପଟ୍ଟନାୟକ